Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Others

5.0  

Dharitri Mallick

Others

ଅମଣିଷର ମଣିଷ

ଅମଣିଷର ମଣିଷ

1 min
6.9K


~~ଅମଣିଷ ର ମଣିଷ~~


ସବୁ କିଛି ଛାଡି ଚାଲିଯିବାକୁ ହୁଏ ମନ,

ହେଲେ କେଉଁଠି ଅଛି କିଛି ସ୍ଥାନ ?

ଏତେ ବଡ ଭୂଗୋଳ ଏ ଦୁନିଆର ,

ହେଲେ ନାହିଁ ଗୋଟେ ବି ସୁରକ୍ଷିତ ସ୍ଥାନ😢


ସବୁଆଡେ ତ ହିଂସ୍ର ଅମଣିଷର ଆସ୍ଥାନ ¡¡

ବାସନା ରେ ପରିପୂର୍ଣ୍ଣ ମନ ଇନ୍ଦ୍ରିୟ ¡¡

ଛଳନା କପଟ ଯୁକ୍ତ ମନ ହୃଦୟ ¡¡

ଭୋକିଲା ବ୍ୟାଘ୍ର ଠାରୁ ବି ଆହୁରି ଭୋକିଲା °°°

ସହଶ୍ର ଲମ୍ବ ଲହ ଲହ ଜିଭ ତାହାର °°°

ବିଷାକ୍ତ କରି ଏ ପୃଥିବୀ ଗ୍ରହ ¡¡

ଯାଉଛନ୍ତି ଏବେ ମଙ୍ଗଳ ଗ୍ରହ ¡¡

ସେଠି ବି ରଚିବେ ଏ ପାଷାଣ୍ଡ ଅମଣିଷ ର ଲୀଳା 😢

ବୁଣି ଆସିବେ ଗୁଡ଼ାଏ ବିଷାକ୍ତ ରକ୍ତବୀଜର ପାପ ମଞ୍ଜି ।।


ଛି ! ଛି ! ଛି ! ଏ ମଣିଷ ଗୁଡାକ ...

ଭଲ ଥିଲେ ଆମ ପୁର୍ବ ବଣ ମଣିଷ ★

ସେମାନେ ତ ଥିଲେ ବଣ ର ମଣିଷ ★

ହେଲେ ତୁମେ କାହାର ମଣିଷ ???

ନା ତୁମେ ମଣିଷ ର ହେଲ ନା ବଣ ର ?😢

ପ୍ରକୃତିରୂପୀ ମାଆ କୁ କଲ ଧ୍ବଂସ 😢

ଅଳ୍ପଦିନେ ହେବ ତୁମ ସମସ୍ତଙ୍କ ସର୍ବନାଶ ~~~😢

(© ଧରିତ୍ରୀ )


Rate this content
Log in