Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଞ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଞ)

1 min
487



ରାଗ-ତୋଡି ଜଙ୍ଗଲା ବା ମୋହନା


ନ ଭାଙ୍ଗରେ ସୁଭାଙ୍ଗି, ଭାରତୀ ହୁଅ ସାହା (ପଦ)

ନୋହିଲେ ତୁ ପରିତ୍ରାଣ,       ନିର୍ଭୟ ନତନୁ ବାଣ

ନିଃଶେଷ କଲାଟି ଦେହ-ଲାହା(1)

ନୀପକୁଞ୍ଜ ଉପକଣ୍ଠେ          ନ୍ୟସ୍ତ କରାଅ ମୋ କଣ୍ଠେ

ନାଗରୀନ୍ଦ୍ର ନିରୁପମ ବାହା (2)

ନେତ୍ରାନ୍ତବିଳାସ ତାର        ନିଦାନ ଏ ଅବସ୍ଥାର

ନିରେଖି ଉଚ୍ଚାରୁ ଥରେ ଆହା(3)

ନିଶ୍ଚୟ ଏ ଘେନ ଚିତ୍ତେ,        ନ ଜୀଇବି କଦାଚିତେ

ନ ବତାଇଲେ ତୁ ସୁଖ ରାହା(4)

ନାଥ ଅଷ୍ଟଦୁର୍ଗର ଯେ,        ନିତି ସେ ମୋ ପାଦେ ଭଜେ

ନିନ୍ଦିବଟି ନକଲେ ତୁ ତାହା(5)






Rate this content
Log in

Similar oriya poem from Classics