Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୀତ ସକାଳ
ଶୀତ ସକାଳ
★★★★★

© Pramila Sahoo

Others

1 Minutes   6.7K    6


Content Ranking

ଶୀତ ସକାଳର

ଦୂର ତାଳବଣ

କେଇ ଟୋପା

କାକର ବିନ୍ଦୁର ସମାହର

ପୋଖରୀ କୂଳରେ ନୂଆ ବୋହୂ

ହାତେ ଲମ୍ବା ଓଢଣୀ ମୁଣ୍ଡରେ ତାର

ରାତି ନ ପାହୁଣୁ ଶହଳ ଶହଳ

ଗାଧୁଆ ତୁଠକୁ ହୁଏ ସେ ବାହାର......

ଶୀତ କାକର ରାତି

Rate the content


Originality
Flow
Language
Cover design

Comments

Post

Some text some message..