ନିଶିଗନ୍ଧା
ନିଶିଗନ୍ଧା
ବେଦନାର ଆନ୍ତରାଳେ ତୁମେ,
ଆନନ୍ଦର ଇଲାକାରେ ତୁମେ।
ସ୍ବପ୍ନରେ ତୁମେ,
ବାସ୍ତବରେ ତୁମେ,
ନୀରବରେ ତୁମେ,
କୋଳାହଳେ ତୁମେ,
ଦିଗନ୍ତ ବିସ୍ତାରି ତୁମରି ମହକ,
ତୁମ ବାସନାରେ ପାଏ ମୁଁ ପୁଲକ।
ତୁମେ ନିଶିଗନ୍ଧା
ମୋ'ପାଇଁ ସୁଖର ସୁଗନ୍ଧା।
ବେଦନାର ଆନ୍ତରାଳେ ତୁମେ,
ଆନନ୍ଦର ଇଲାକାରେ ତୁମେ।
ସ୍ବପ୍ନରେ ତୁମେ,
ବାସ୍ତବରେ ତୁମେ,
ନୀରବରେ ତୁମେ,
କୋଳାହଳେ ତୁମେ,
ଦିଗନ୍ତ ବିସ୍ତାରି ତୁମରି ମହକ,
ତୁମ ବାସନାରେ ପାଏ ମୁଁ ପୁଲକ।
ତୁମେ ନିଶିଗନ୍ଧା
ମୋ'ପାଇଁ ସୁଖର ସୁଗନ୍ଧା।