Audio

Forum

Read

Contests

Language


Write

Sign in
Wohoo!,
Dear user,
ଗନ୍ତବ୍ୟ ପଥ
ଗନ୍ତବ୍ୟ ପଥ
★★★★★

© Dr Susmita Dash

Inspirational Abstract Others

1 Minutes   6.7K    3


Content Ranking

ନୂତନ ଏ ଭାବ,କିପରି ଆସେ ....

ସ୍ୱଇଚ୍ଛାରେ କେମିିତି ମୋ ମନରେ ମାଡିବସେ |

ଆନନ୍ଦରେ ବି କାତର ମନ...

ସବୁଥାଇ ବି ଅଲୋଡା ଏ ଧନ |

ଶିକୁଳିରେ ବାନ୍ଧି ଦେବାର ପ୍ରଚେଷ୍ଟା ମୋତେ,

ଅବା ମୁଁ ନିଜେ ବନ୍ଧନରୁ ନୁହେଁ ମୁକ୍ତ !

ଲକ୍ଷ୍ୟ ଖୋଜେ ନୂଆଁ ,ମୋ ଗନ୍ତବ୍ୟ ପଥେ |

କି ଭାବନା ଘୁରୁଛି ଏ ମସ୍ତିଷ୍କରେ,

ଖଣ୍ଡିଆଭୂତ ପରି ଆସେ ଯାଏ...

ସଂଜଦୀପର ଶିଖାକୁ ମୁଁ ଦେଖୁଥାଇ,

ସତରେ ଘିଅ ସରିବାକୁ ବସିଛି....

ନା ସଳିତା ଯାଉଛି ଛୋଟ ହୋଇ |

କର୍ମ ଅସରନ୍ତି,ସ୍ୱପ୍ନ ଅନେକ, ଲମ୍ବା ପଥ,

ଭାବିବାର ଆଉ ବେଳ ନାହିଁ...

ହେବାକୁ ପଡିବ କର୍ମଠ, ତତ୍ପର ଓ ଜା୍ଗ୍ରତ |

କର୍ମଠ ଜାଗ୍ରତ ଗନ୍ତବ୍ୟ ପଥ

Rate the content


Originality
Flow
Language
Cover design

Comments

Post


Some text some message..