Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Inspirational Abstract Others

3  

Dr Susmita Dash

Inspirational Abstract Others

ଗନ୍ତବ୍ୟ ପଥ

ଗନ୍ତବ୍ୟ ପଥ

1 min
6.7K


ନୂତନ ଏ ଭାବ,କିପରି ଆସେ ....

ସ୍ୱଇଚ୍ଛାରେ କେମିିତି ମୋ ମନରେ ମାଡିବସେ |

ଆନନ୍ଦରେ ବି କାତର ମନ...

ସବୁଥାଇ ବି ଅଲୋଡା ଏ ଧନ |

ଶିକୁଳିରେ ବାନ୍ଧି ଦେବାର ପ୍ରଚେଷ୍ଟା ମୋତେ,

ଅବା ମୁଁ ନିଜେ ବନ୍ଧନରୁ ନୁହେଁ ମୁକ୍ତ !

ଲକ୍ଷ୍ୟ ଖୋଜେ ନୂଆଁ ,ମୋ ଗନ୍ତବ୍ୟ ପଥେ |

କି ଭାବନା ଘୁରୁଛି ଏ ମସ୍ତିଷ୍କରେ,

ଖଣ୍ଡିଆଭୂତ ପରି ଆସେ ଯାଏ...

ସଂଜଦୀପର ଶିଖାକୁ ମୁଁ ଦେଖୁଥାଇ,

ସତରେ ଘିଅ ସରିବାକୁ ବସିଛି....

ନା ସଳିତା ଯାଉଛି ଛୋଟ ହୋଇ |

କର୍ମ ଅସରନ୍ତି,ସ୍ୱପ୍ନ ଅନେକ, ଲମ୍ବା ପଥ,

ଭାବିବାର ଆଉ ବେଳ ନାହିଁ...

ହେବାକୁ ପଡିବ କର୍ମଠ, ତତ୍ପର ଓ ଜା୍ଗ୍ରତ |


Rate this content
Log in

Similar oriya poem from Inspirational