ବଇଦ କହୁଛି
ବଇଦ କହୁଛି
1 min
1.3K
ପାହାଡ଼ ଉପରେ ପଦୁଅଁ ଫୁଟିଛି
ଆକାଶେ ଖେଳୁଛି ମୀନ
ଦିନରେ ଆସୁଛି ତୁମ ସପନ ମୋ
ରାତିରେ ନିଦଟା ଶୂନ,
ବଇଦ କହୁଛି ଅଉଷଧି ନାହିଁ
ବେମାରିଟା ବଡ଼ ଶକତ
ଇଲାଜ୍ ଗୋଟିଏ ଭଲ ବହାପାଇଁ
ହୋଇ ଯାଅ ତାର ଭଗତ ।।ବେଳାଭୂମି