Audio

Forum

Read

Contests

Language


Write

Sign in
Wohoo!,
Dear user,
ବଇଦ କହୁଛି
ବଇଦ କହୁଛି
★★★★★

© Bela Bhumi

Others Romance

1 Minutes   1.2K    6


Content Ranking

ପାହାଡ଼ ଉପରେ ପଦୁଅଁ ଫୁଟିଛି

ଆକାଶେ ଖେଳୁଛି ମୀନ

ଦିନରେ ଆସୁଛି ତୁମ ସପନ ମୋ

ରାତିରେ ନିଦଟା ଶୂନ,

ବଇଦ କହୁଛି ଅଉଷଧି ନାହିଁ

ବେମାରିଟା ବଡ଼ ଶକତ

ଇଲାଜ୍ ଗୋଟିଏ ଭଲ ବହାପାଇଁ

ହୋଇ ଯାଅ ତାର ଭଗତ ।।ବେଳାଭୂମି

ପାହାଡ଼ ଆକାଶେ ବଇଦ

Rate the content


Originality
Flow
Language
Cover design

Comments

Post


Some text some message..