Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Drama Comedy

3  

Sarada Parida

Drama Comedy

ରାଜନୀତି

ରାଜନୀତି

1 min
6.7K


ଯେଉଁଠି ଦେବତା

ରାଜନୀତିରୁ ବର୍ତ୍ତିବାକୁ

ଡାକୁଛନ୍ତି ତ୍ରାହି ତ୍ରାହି ଚିତ୍କାର !

 

ରେ ମନୁଆ ,

ତୁ ସେଠି ମଣିଷର କଥା କହୁ

ହୁଏତ ବଞ୍ଚିଯିବୁ

ନେଇଯା ଗୋଟାଏ ଦଳର ଦିକ୍ଷା

ପୋତି ଦେ ଦାଣ୍ଡ ଦୁଆରରେ

ଖଣ୍ଡେ ରାଜନୈତିକ ଦଳର ଧ୍ଵଜା ।

 

ଲୋଡା ନାହିଁ ଧରିବାର ଜାତୀୟ ପତାକା

ସେଥିରୁ ବା କି ଲାଭ ମିଳିବ

ଧରିଥା ପଲିଟିକାଲ ବାନା ;

ଘର ଥାଇ ମିଳିବ ପକ୍କାଘର

ଯୁବାକାଳେ ବାର୍ଦ୍ଧକ୍ୟର ଭତ୍ତା

ତୋ ସଧବା ପତ୍ନୀକୁ ବିଧବା ଭାତିଆ

ନିର୍ବାଚନ ବେଳେ ମାଗଣା ପାରଣା ।

 

 

ନୋହିଲେ ,

ଚାହିଁଥିବୁ ଆଖିଖୋଲି

ଆଖିଆଗେ ସବୁ ଲୁଟିନେବେ

ଦେବତାକୁ ଚଣ୍ଡ ଦେବାଭଳି

ଅବଶିଷ୍ଠ କାଣ୍ଟି କୁଣ୍ଟି ବାଣ୍ଟି

ତୋ ପାଇଁ ଥୋଇବେ ।  

 

 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା


Rate this content
Log in

Similar oriya poem from Drama