Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଜକୁ ଦେଖ
ନିଜକୁ ଦେଖ
★★★★★

© Chittaranjan Lenka

Others

1 Minutes   6.3K    8


Content Ranking

ତୁମ ଦୋଷ ଯଦି            କେହି ବାଛୁଅଛି

               ଆଣ ନାହିଁ ମନେ ରାଗ,

  ତା ଦୋଷ ତ୍ରୁଟିକୁ          ତର୍ଜ୍ଜମା ନ କରି

               ତୁମେ କେତେ ଦୋଷୀ ଜଗ

  ଯଦି ତୁମ ଦୋଷ           ସତରେ ରହିଛି

               ନିଜକୁ ସୁଧାରି ନିଅ,

  ତୁମ ପାଇଁ ତାହା             ଈଶ୍ଵରଙ୍କ ଦାନ

               ଏହା ଅଟେ ନିଃସନ୍ଦେହ,

  ତୁମ ଦୋଷ ଯଦି              ଗ୍ରହଣ ନ କରି

               ତା ଦୋଷ ତାକୁ କହିବ,

  ସିଏ ସୁଧୁରୁ ବା            ନ ସୁଧୁରୁ ହେଲେ

              ତୁମ ଦୋଷ ରହିଥିବ

 ଚିତ୍ତରଞ୍ଜନ ଲେଙ୍କା,କଟକ 

ଦୋଷ ତର୍ଜ୍ଜମା ନିଃସନ୍ଦେହ

Rate the content


Originality
Flow
Language
Cover design

Comments

Post


Some text some message..