Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Firoj Patel

Others

3  

Firoj Patel

Others

ଫଗୁନ ଆର କେତେ ଦୂରେ

ଫଗୁନ ଆର କେତେ ଦୂରେ

1 min
198


ନିଲିଆ ଆକାଶେ ଚିରେଇ ନନୀ

କିଚିର ମିଚିର କରେ

ଖାଇ କରି ରାସଲ ଫୁଲ

କୁଇଲି ଗାଏଲାନ ସୁରେ

ଫଗୁନ ଆର କେତେ ଦୁରେ ।

ହଲି ହଲି କରି ଫୁଲର ଡାହି

ମଳୟ ଧୁକା କେ ନୁରେ

କୁଚି ଧରା ମହୁଲ ଗଛୁ

ମହୁଲ ଫୁଲ ଝରେ

ଫଗୁନ ଆର କେତେ ଦୂରେ ।

ଗଛ ଦେଇ କରି ପତର ଝରା

କଅଁଲି ପତର ପାରେ

ସାତ ରଙ୍ଗୀ ପରକୁତି ରାନୀ

ହୁଲି କେ ଡାକ ମାରେ

ଫଗୁନ ଆର କେତେ ଦୂରେ ।

ହେତେଇ ହେତେଇ ମୁନୁଷ ମନ

ଋତୁ ରାଜକେ ଝୁରେ

ଶୀତ ପାହାରଖିଆ ଇ ଜୀବନ

କେନ୍ତା ଆର ଦମ ଧରେ

ଫଗୁନ ଆର କେତେ ଦୂରେ ।

ଫିରୋଜ କୁମାର ପଟେଲ

ଅବନକେଲା ,ସୁନ୍ଦରଗଡ଼-19

ଅଧ୍ୟାପକ,ପଦାର୍ଥ ବିଜ୍ଞାନ

ପ୍ରୟାସ ଡ଼ିଗ୍ରୀ କଲେଜ,ସୁନ୍ଦରଗଡ଼

ମୋ-9777632330


Rate this content
Log in