Audio

Forum

Read

Contests

Language


Write

Sign in
Wohoo!,
Dear user,
ଶରୀର ମନ୍ଦିର
ଶରୀର ମନ୍ଦିର
★★★★★

© Srikanta Kumar Dash

Inspirational

1 Minutes   6.6K    2


Content Ranking

ଆହାକି ସୁନ୍ଦର 

ଘରଟି ମୋର

ବିିିଶ୍ବ ସ୍ରଷ୍ଟାଙ୍କର

ଦିିିିଵ୍ୟ ସୃଷ୍ଟି ଇଏ

ସଯତ୍ନରେ ତାକୁ

ସାଇତି ଧର--------

        ଇଟା କଙ୍କ୍ରିଟରେ ତିିିଆରି ସିିିଏ

        ଫଞ୍ଚ ମହାଭୂତେ

         ତିଆରି ଇଏ

         ରଙ୍ଗ ଚୂନବୋଳା

        ତାହାର ଶରୀର

        ସପ୍ତଧାତୁ ଦେହେ

        ପ୍ରସରୁଥାଏ-------------

 ଥିଲେ ଥାଉ ପଛେ

 ପ୍ରଭୁମନ୍ଦିର 

 ସୁନ୍ଦରତା ଵିନା

 ସବୁ ଅସାର

 ବାହ୍ୟିିିକ ସୁନ୍ଦର

କ୍ଷଣସ୍ଥ।ୟୀ ସିନା

 ଅଭ୍ୟନ୍ତର ମନ

 କେଡେ ନିଜର-------------



            ଶ୍ରୀକାନ୍ତ ଦାଶ

            ୮୮୯୫୯୨୦୨୨୦

ଶରୀର ମନ୍ଦିର ସୁନ୍ଦର ସୃଷ୍ଟି

Rate the content


Originality
Flow
Language
Cover design

Comments

Post


Some text some message..