ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
1 min
1.4K
ମୋହ ଭଙ୍ଗ ହେବ ସେବେଳେ
ଯେବେ ମନ ଛାଡିବ,
ମନ ଛାଡିଗଲେ ଆତ୍ମିକ
ବନ୍ଧନ ବି ଛିଡିବ ;
ସ୍ନେହ ଶ୍ରଦ୍ଧା ଥିଲେ ହୃଦୟେ
ସବୁ ଲାଗଇ ଭଲ,
କଳା ଦିଅଁ ଡୋର ଲାଗିଲେ
ସବୁ ତୁଚ୍ଛ ଭେଜାଲ।।