Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Tragedy

1.0  

Ram Prasad Bisoi

Tragedy

ଭୋକ ମୃତ୍ୟୁ

ଭୋକ ମୃତ୍ୟୁ

1 min
142



ଖୋଲା ଆକାଶ ତଳେ

ମୃତ୍ୟୁକୁ ପ୍ରତୀକ୍ଷା

ଭୋକ ଭେକର ଦାଉ

କିଏ ଅବା ଦେଖୁଛି ?

କିଏ ଅବା ଶୁଣୁଛି ?

ଏଠି ଭୋକର ଜ୍ୱାଳାକୁ

ଅନେକ ହାତ ତ ବୁଡି

ରହିଛି

କ୍ଷୀର ସାକର ଭିତରେ,


ଅଳ୍ପ ଯଦି ମରିବେ

ପୋକ ମାଛି ଭଳି

କାହାର କଣ ?

ଏଠି ଯାଏ ଆସେ

ଆଛେ ଦିନ ଆସିବାକୁ

ଢେର ସମୟ ବାକି ଅଛି

ଭୋକ ବି ଅଛି

ଅଛି ତା ବଦାନ୍ୟ

ଭୋକମର୍ତ୍ୟୁ--------------------!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା


Rate this content
Log in

Similar oriya poem from Tragedy