ଦୁନିଆ
ଦୁନିଆ
ଦୁନିଆ ଅଟେ ଦୂଈ ନିଆ
ଏକ ନିଆ ଏନ୍ତୁଡିର
ଅନ୍ୟ ଏକ ଜୁଇ ନିଆ
ତା ମଧ୍ୟରେ ହସ ଖୁସି
ପାପ ପୂର୍ଣ୍ଣ ଦୁଃଖ ଆଉ ସୁଖ
ସବୁ କୁ ସମାନ ଭାବି
ଯେ କର୍ମ କରୁଥିବ
ସେ ଏକା ଏ ଦୁନିଆରେ
ତିଷ୍ଟି ଯେ ପାରିବ ।
@ ସୁସିଲ୍ ପାଣି ,ପୁରୀ ।
ଦୁନିଆ ଅଟେ ଦୂଈ ନିଆ
ଏକ ନିଆ ଏନ୍ତୁଡିର
ଅନ୍ୟ ଏକ ଜୁଇ ନିଆ
ତା ମଧ୍ୟରେ ହସ ଖୁସି
ପାପ ପୂର୍ଣ୍ଣ ଦୁଃଖ ଆଉ ସୁଖ
ସବୁ କୁ ସମାନ ଭାବି
ଯେ କର୍ମ କରୁଥିବ
ସେ ଏକା ଏ ଦୁନିଆରେ
ତିଷ୍ଟି ଯେ ପାରିବ ।
@ ସୁସିଲ୍ ପାଣି ,ପୁରୀ ।