Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ରୁହାନି ! ମିଲନର ଅଭିସାର ।

ରୁହାନି ! ମିଲନର ଅଭିସାର ।

1 min
6.5K


ରୁହାନି ! ମିଲନର ଅଭିସାର ।

କେମିତି ! କହିବି ତମକୁ ତମେ ଯେ ସିଏ ଯାହାକୁ ମୁଁ ଭଲପାଇ ବସିଛି, ତମ ଦେହର ବାସ୍ନା,ଘନଘନ ନିଶ୍ୱାସ ,ଛାତିର ସ୍ପନ୍ଦନର ଅନୁଭୂତି ଯାହା ସବୁ ତମେ ଛାଡି ଯାଇଛ, ସ୍ମୃତିରେ କେମିତି କୁହ ! ତାକୁ ଯେ ଭୁଲିବି ! (୧)

କାଟିବାକୁ ତ ଲମ୍ବାଜୀବନ ପଡିଛି ଜାଣେନା କାହା ପଛରେ ତମେ ଦୌଡ଼ୁଛ, ଆଖିରୁ ଯଦି ଝରୁଛି ଲୁହ ,ଝରିବାକୁ ଦିଅ ଓଠ କିନ୍ତୁ ହସୁଥିବ କାରଣ ତା ରାତିରେ ସକାଳୁ କୁ ଧୀରେ ଧୀରେ ଡାକି ମୁଁ ଟାଣି ନେଇ ଆସିବି, ଏମିତି କୌଣସି ହୃଦୟ ନାହିଁ ଯିଏ କେବେ କାହା ଲାଗି କାନ୍ଦି ନାହିଁ, ଶିଶିର ପ୍ରାଚୀର ସେ ତା ଠାରୁ କଣ ? ବା ଅଧିକା ଆଶା କରିବି । (୨)

ଚାଲ ! ନୂଆ ଏକ ଅଧ୍ୟାୟ ଆରମ୍ଭ କରିବା,ଭୁଲି ଯାଇ ସବୁ ଯାତନା, ଏମିତି ଖାଲି ହାତରେ ହାତ ରଖି କେମିତି କେତେଦିନ ଚାଲୁ ଥିବା କାଟିବାକୁ ତ ଲମ୍ବାଜୀବନ ପଡି ରହିଛି କାହା ପଛରେ ତମେ ଯେ ଦୌଡ଼ୁଛ ,ଶୁଣ ! ମୋ ଡାକ ----! ହେଉ ପଛେ ,ଆମ ସମ୍ପର୍କ ରୁହାନି!!! !ମିଳନର ଅଭିସାର । (୩)

ରାମ ପ୍ରସାଦ ବିଶୋଇ,(କାଶ୍ୟପ) ରାୟଗଡ଼ା , ତା-୩୧-୦୫-୧୬ ସମୟ-ସକାଳ-୭-୨୦ ମିନିଟ ।


Rate this content
Log in