Audio

Forum

Read

Contests

Language


Write

Sign in
Wohoo!,
Dear user,
ଇଚ୍ଛାକନ୍ୟା-୩୬
ଇଚ୍ଛାକନ୍ୟା-୩୬
★★★★★

© Ram Prasad Bisoi

Tragedy Romance

1 Minutes   6.4K    6


Content Ranking

ଯାଅ ତୁମେ ,ଯୁଆଡେ ଇଛା

ଇଚ୍ଛାକନ୍ୟା,

ଖାଲି ମନେ ରଖ,

ଜଣେ ପାଗଳ

କରୁଛି ତୁମ ପ୍ରତୀକ୍ଷା,

ଏଇ ଗତ ସାବିତ୍ରୀରେ କହିଥିଲ ପରା ,

ତୁମ ନାମେ ଲଗାଇଛି,

ସିନ୍ଦୁର,

ପାଦରେ ନାଇଛି 

ଅଳତା,

ଗଭାରେ ଲଗାଇଛି 

ତୁମ ପ୍ରେମର 

ମଲ୍ଲିମାଳ

ତମେ ଚାଲିଗଲ,

ସର୍ବଶ୍ରେଷ୍ଠ ଅଭିନେତ୍ରୀ 

ତୁମେ ଯେ 

ବଦଳିଛ ରଙ୍ଗ, 

ତୁମବିନା,

ବସନ୍ତ,

କିନ୍ତୁ ଫେରିଛି ଠିକ ସମୟରେ....।

@kashyaprambisoi

ଇଚ୍ଛାକନ୍ୟା ପ୍ରେମ ରଙ୍ଗ

Rate the content


Originality
Flow
Language
Cover design

Comments

Post


Some text some message..