Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Tragedy Romance

2  

Ram Prasad Bisoi

Tragedy Romance

ଇଚ୍ଛାକନ୍ୟା-୩୬

ଇଚ୍ଛାକନ୍ୟା-୩୬

1 min
6.5K


ଯାଅ ତୁମେ ,ଯୁଆଡେ ଇଛା

ଇଚ୍ଛାକନ୍ୟା,

ଖାଲି ମନେ ରଖ,

ଜଣେ ପାଗଳ

କରୁଛି ତୁମ ପ୍ରତୀକ୍ଷା,

ଏଇ ଗତ ସାବିତ୍ରୀରେ କହିଥିଲ ପରା ,

ତୁମ ନାମେ ଲଗାଇଛି,

ସିନ୍ଦୁର,

ପାଦରେ ନାଇଛି 

ଅଳତା,

ଗଭାରେ ଲଗାଇଛି 

ତୁମ ପ୍ରେମର 

ମଲ୍ଲିମାଳ

ତମେ ଚାଲିଗଲ,

ସର୍ବଶ୍ରେଷ୍ଠ ଅଭିନେତ୍ରୀ 

ତୁମେ ଯେ 

ବଦଳିଛ ରଙ୍ଗ, 

ତୁମବିନା,

ବସନ୍ତ,

କିନ୍ତୁ ଫେରିଛି ଠିକ ସମୟରେ....।

@kashyaprambisoi


Rate this content
Log in