Audio

Forum

Read

Contests

Language


Write

Sign in
Wohoo!,
Dear user,
ଆମ ଘର ପରା ସାହିତ୍ୟଘର
ଆମ ଘର ପରା ସାହିତ୍ୟଘର
★★★★★

© Ram Prasad Bisoi

Others

1 Minutes   6.6K    6


Content Ranking

ଆମ ଘର ପରା ସାହିତ୍ୟଘର । ଶୁଣିଥିଲି ଏଠି ନଥାଏ ଅହଂକାର , ଅସ୍ପୃଧା ଅପରିପକ୍ଵତା ଏବଂ ଅସହିଷ୍ଣୁତା । କୁହ ବନ୍ଧୁ ତମେ ଅନ୍ଧାର ବଖରରେ କି ଅବା କାମ ଆଇନର? କାହାକୁ ସେ ଦେଖାଇପାରିବ ପ୍ରତିବିମ୍ବ ? ତା'ଠାରୁ ବେଶ ଭଲ ଭାଙ୍ଗି ଚୁରମାର ହେଇଯାଉ ଆଇନାର ଅସ୍ତିତ୍ଵ । 

 

ଆକାଶ କାନ୍ଦୁଛି ।

ଉଡୁଛି ଆକାଶରେ, ଆଘାତ ପାଇଲି, କ୍ଷତାକ୍ତ ହେଲି, ହୃଦୟ ଏବଂ ଆଖିରୁ ଝରିଲା, ରକ୍ତ ଆଉ ପାଣି ବୋଧେ , ଠିକ ନଥିଲା ମୋ ଅବତରଣ ଏ ଧରାପୃଷ୍ଠରେ ମୁଁ ଉଡୁଥିଲି ସୁଉଚ୍ଚ ଆକାଶରେ, ହଠାତ ବୋଧେ ପ୍ରେମରେ ପଡିଯାଇଛି, ଖୋଜି ପାଇଲି ମତେ ଶୟନକକ୍ଷରେ, ଝରକା ପଛପଟୁ ଦେଖିଲି ଆକାଶକୁ, ଆକାଶ କାନ୍ଦୁଛି । 

ଆମ ଘର ପରା ସାହିତ୍ୟଘର

Rate the content


Originality
Flow
Language
Cover design

Comments

Post


Some text some message..