Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଆମ ଘର ପରା ସାହିତ୍ୟଘର

ଆମ ଘର ପରା ସାହିତ୍ୟଘର

1 min
6.7K


ଆମ ଘର ପରା ସାହିତ୍ୟଘର । ଶୁଣିଥିଲି ଏଠି ନଥାଏ ଅହଂକାର , ଅସ୍ପୃଧା ଅପରିପକ୍ଵତା ଏବଂ ଅସହିଷ୍ଣୁତା । କୁହ ବନ୍ଧୁ ତମେ ଅନ୍ଧାର ବଖରରେ କି ଅବା କାମ ଆଇନର? କାହାକୁ ସେ ଦେଖାଇପାରିବ ପ୍ରତିବିମ୍ବ ? ତା'ଠାରୁ ବେଶ ଭଲ ଭାଙ୍ଗି ଚୁରମାର ହେଇଯାଉ ଆଇନାର ଅସ୍ତିତ୍ଵ । 

 

ଆକାଶ କାନ୍ଦୁଛି ।

ଉଡୁଛି ଆକାଶରେ, ଆଘାତ ପାଇଲି, କ୍ଷତାକ୍ତ ହେଲି, ହୃଦୟ ଏବଂ ଆଖିରୁ ଝରିଲା, ରକ୍ତ ଆଉ ପାଣି ବୋଧେ , ଠିକ ନଥିଲା ମୋ ଅବତରଣ ଏ ଧରାପୃଷ୍ଠରେ ମୁଁ ଉଡୁଥିଲି ସୁଉଚ୍ଚ ଆକାଶରେ, ହଠାତ ବୋଧେ ପ୍ରେମରେ ପଡିଯାଇଛି, ଖୋଜି ପାଇଲି ମତେ ଶୟନକକ୍ଷରେ, ଝରକା ପଛପଟୁ ଦେଖିଲି ଆକାଶକୁ, ଆକାଶ କାନ୍ଦୁଛି । 


Rate this content
Log in