Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ତୁମେ ଶୋଡ଼ଶୀ !

ତୁମେ ଶୋଡ଼ଶୀ !

1 min
1.2K


ତୁମେ ଶୋଡ଼ଶୀ !

ତମ ତେର୍ଛା ଆଖିର ଚାହାଣି, ସତେ ଏମିତି ପ୍ରତୀତ ହେଉଛି ଯେମିତି ହାଣି ନେବ ! ମୋ ହୃଦୟ, ମୁଁ ତ ହାରିଗଲି କିନ୍ତୁ ଜାଣିନି ତମକୁ ଜିତିବି କେମିତି କୁହ ! ମୃଗନୟନୀ ତ କହି ପାରିବିନି ତମ ଛାତିର ଉଥାନ ପତନ ଦୀର୍ଘ ନିଶ୍ୱାସ ସହ ସୂଚଉଛି ତମେ ନିଶ୍ଚିତ କାମଦେବଙ୍କ ପ୍ରେରିତ ରତ୍ତିପ୍ରିୟା ଅଳକାନନ୍ଦା ଯକ୍ଷଣି, ମନୋହର ତମ କଟିଦେଶର ଶ୍ଵେଦ଼ବିନ୍ଦୁ ସୂଚାଉଛି, କମ ଜର୍ଜରିତ ଶାଣିତ ତରବାରୀ, ଯୌବନାବତୀ ତୁମେ ଷୋଡ଼ଶୀ ।

ରାମ ବିଶୋଇ, ବାଙ୍ଗାଲୋର ।


Rate this content
Log in