Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୁମେ ଶୋଡ଼ଶୀ !
ତୁମେ ଶୋଡ଼ଶୀ !
★★★★★

© Ram Prasad Bisoi

Others

1 Minutes   1.2K    5


Content Ranking

ତୁମେ ଶୋଡ଼ଶୀ !

ତମ ତେର୍ଛା ଆଖିର ଚାହାଣି, ସତେ ଏମିତି ପ୍ରତୀତ ହେଉଛି ଯେମିତି ହାଣି ନେବ ! ମୋ ହୃଦୟ, ମୁଁ ତ ହାରିଗଲି କିନ୍ତୁ ଜାଣିନି ତମକୁ ଜିତିବି କେମିତି କୁହ ! ମୃଗନୟନୀ ତ କହି ପାରିବିନି ତମ ଛାତିର ଉଥାନ ପତନ ଦୀର୍ଘ ନିଶ୍ୱାସ ସହ ସୂଚଉଛି ତମେ ନିଶ୍ଚିତ କାମଦେବଙ୍କ ପ୍ରେରିତ ରତ୍ତିପ୍ରିୟା ଅଳକାନନ୍ଦା ଯକ୍ଷଣି, ମନୋହର ତମ କଟିଦେଶର ଶ୍ଵେଦ଼ବିନ୍ଦୁ ସୂଚାଉଛି, କମ ଜର୍ଜରିତ ଶାଣିତ ତରବାରୀ, ଯୌବନାବତୀ ତୁମେ ଷୋଡ଼ଶୀ ।

ରାମ ବିଶୋଇ, ବାଙ୍ଗାଲୋର ।

ତୁମେ ଶୋଡ଼ଶୀ !

Rate the content


Originality
Flow
Language
Cover design

Comments

Post

Some text some message..