Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Inspirational

2  

LAXMAN KUMAR BEHERA (ଯତି)

Inspirational

ଯତି ବଚନ-2

ଯତି ବଚନ-2

1 min
6.9K


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ସୁଅତୀତ ବର୍ତ୍ତମାନ

ଭବିଷ୍ଯକୁ କଲେ ଧ୍ଯାନ

ଆପଣା ଉନ୍ନତି ଯେ',

ସୁଖ ଦୁଃଖ ସଂସାରରେ

ତାଳ ଦେଇ ଚଳୁଥିଲେ

ସୁଯଶ ଅର୍ଜିବ ଯେ' । ।। ୦୧ ।।

ମଧୁ ବୋଲି ଶୁଣି କର୍ଣ୍ଣେ

ଯେ' କାଳେ ବସ ବିଷର୍ଣ୍ଣେ

ବଞ୍ଚି ନ ପାରିବ ଯେ',

ଅମୃତ ଆତ୍ମା ଅମର

ଶରୀର ସମୟେ ଖାର

ଜୀବେ ଜାଣି ଥାଅ ଯେ' । ।। ୦୨ ।।

ବିଶ୍ବାସ ସଦା ଯା' ସଖା

ବିଶ୍ବାସୀ ହେବ ତା' ଆଖ୍ଯା

ଚିତ୍ତେ ଚଇତନ ଯେ',

ସଂଗୀତକୁ କଲେ ସାଥୀ

ଶାନ୍ତି ତା'ର ସୁସାରଥୀ

ମନ ନିରିମଳ ଯେ' । ।। ୦୩ ।।

ଅନ୍ଧ ଯେବେ ଖୋଜେ ରାହା

ଦିଅଇ ଯେ' ଧର୍ମ ସାହା

ସେ ସତ୍ୟ ସମାନ ଯେ',

ଅଜ୍ଞାନ କୁକର୍ମ କରେ

ସୁଜ୍ଞାନୀ ସ୍ବଚିତ୍ତେ ସ୍ମରେ

ଜୀବେ ଜାଣି ଥାଅ ଯେ' । ।। ୦୪ ।।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍- ୭୬୮୧୦୮

ମୋ- ୦୯୬୬୮୨୪୨୭୨୦



Rate this content
Log in

Similar oriya poem from Inspirational