Audio

Forum

Read

Contests

Language


Write

Sign in
Wohoo!,
Dear user,
ବିପନ୍ନ ଜୀବନ
ବିପନ୍ନ ଜୀବନ
★★★★★

© Ram Prasad Bisoi

Others

1 Minutes   6.7K    8


Content Ranking

ବିପନ୍ନ ଜୀବନ

କଣ୍ଟକିତ

ହାତ/ବାହୁ

ବନ୍ଧନେ ବାନ୍ଧି ନେଇ

ନିଜକୁ

ଯୋଡି ନେଲି

ତା ଡାଳେ-----------!

ସେ ନେଲା

ଯତ୍ନ

ମୋ ସାରା ଦେହର

ଭୋକିଲା ଚକ୍ଷୁରେ

ଦେଖି ଚାଲିଲା

ରକ୍ତ ଶ୍ରାବିତ

ମୋ ଯୌବନକୁ-------!!

ସେ ଥିଲା

ପ୍ରୀତି ମହୁ ଇନ୍ଦ୍ରଜାଲ ଯେମିତି ଚାହୁଁଥିଲା ସେମିତି

କରି ନେବାକୁ

ତାର

ଅତି ନିଜର-------!!!

ବର୍ତ୍ତମାନ

ମୁଁ ନାଚାର ପ୍ରେମିକ

ମଦାରର ମାଙ୍କଡ଼ସା

ନାଚ

ମୋ ବିଧି ବିଧାନ,

ଦେଖାଣାହାରିଙ୍କ ଭାରି

ଭିଡ଼

ତିନି ଛକ ବଜାର

ମଧ୍ୟରେ

ନିଦାଘ ଗ୍ରୀଷ୍ମରେ ଅଂଶୁଘାତେ ପୀଡିତ ରୋଗୀ ଭଳି

ଆଜି

ବିପନ୍ନ ଜୀବନ--------!!!!

©®କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା

ବାହୁ ଯତ୍ନ ଯୌବନ

Rate the content


Originality
Flow
Language
Cover design

Comments

Post


Some text some message..