ମରମ ବେଦନା
ମରମ ବେଦନା
ମୁଁ ତ ଜୀବନରେ କେଉଁ ଦିନ ତୋତେ
କରି ନାହିଁ ହତାଦର
ତେବେ ତୁ କାହିଁକି ନିରିଦୟ ହୋଇ
କରିଦେଲୁ ମୋତେ ପର???
ଭଲ କି ମନ୍ଦରେ ବେଳେ ବେଳେ ତୋତେ
କହିଅଛି ପଦେ ଅଧେ
ବୁଝି ପାରିଲୁନି ଦୂରେଇ ଦେବାଟା
ମରମକୁ କେତେ ବାଧେ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ମୁଁ ତ ଜୀବନରେ କେଉଁ ଦିନ ତୋତେ
କରି ନାହିଁ ହତାଦର
ତେବେ ତୁ କାହିଁକି ନିରିଦୟ ହୋଇ
କରିଦେଲୁ ମୋତେ ପର???
ଭଲ କି ମନ୍ଦରେ ବେଳେ ବେଳେ ତୋତେ
କହିଅଛି ପଦେ ଅଧେ
ବୁଝି ପାରିଲୁନି ଦୂରେଇ ଦେବାଟା
ମରମକୁ କେତେ ବାଧେ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©