Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ 2017 4

ଏଣୁତେଣୁ 2017 4

1 min
6.6K


ମିଠା ଚିନିରେ ଥାଏ ନା ଗୁଡ଼ରେ ?

ମିଠା ଚୁମାରେ ଥାଏ ନା ଆଲିଙ୍ଗନରେ ?

ମିଠା ତର୍କ ଜିତିବାରେ ଥାଏ ନା ସ୍ବପ୍ନ ସତ ହେବାରେ ?

ଆଜି ସକାଳୁ ସକାଳୁ କିନ୍ତୁ ଖୁବ୍ ମିଠା ହେଲି ମୁଁ.....

କ'ଣ ଭାବୁଛନ୍ତି ? ଉପର କିଛି କାରଣ ?

ଧେତ୍.....

ବିରହ ଲୁହ ଛାତି ଭିଜେଇଲା ବୋଲି....

ଚେନାଏ ହସ ମୋ ଓଠ ଭସେଇଲା ବୋଲି....

#


Rate this content
Log in

Similar oriya poem from Romance