Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ 2017 4
ଏଣୁତେଣୁ 2017 4
★★★★★

© Neelima Nivedita Behera

Romance

1 Minutes   6.6K    3


Content Ranking

ମିଠା ଚିନିରେ ଥାଏ ନା ଗୁଡ଼ରେ ?

ମିଠା ଚୁମାରେ ଥାଏ ନା ଆଲିଙ୍ଗନରେ ?

ମିଠା ତର୍କ ଜିତିବାରେ ଥାଏ ନା ସ୍ବପ୍ନ ସତ ହେବାରେ ?

ଆଜି ସକାଳୁ ସକାଳୁ କିନ୍ତୁ ଖୁବ୍ ମିଠା ହେଲି ମୁଁ.....

କ'ଣ ଭାବୁଛନ୍ତି ? ଉପର କିଛି କାରଣ ?

ଧେତ୍.....

ବିରହ ଲୁହ ଛାତି ଭିଜେଇଲା ବୋଲି....

ଚେନାଏ ହସ ମୋ ଓଠ ଭସେଇଲା ବୋଲି....

#

ଏଣୁତେଣୁ ସ୍ବପ୍ନ ମିଠା

Rate the content


Originality
Flow
Language
Cover design

Comments

Post


Some text some message..