Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ
ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ
★★★★★

© Amiya Bej

Others

1 Minutes   1.2K    11


Content Ranking

ସତେ ! ପୁଣିଥରେ କାହିଁକି 

ଭୂଲିନି ଏଯାଏଁ,

ମୁହଁମୋଡ଼ି ଫେରିଯିବାର ସେଦିନକୁ 

ତୁମ ଏଠିସେଠି ପଣିଆକୁ ।

 

କାଇଁ ...?

ମିଳିଲାନି କି ସେଠି ମୋ ପରି -

ସରଳ ବିହ୍ୱୋଳ ସଜ୍ଜଳ ?

ହଉ ଫେରିଛ ଯେବେ,

ଶୁଣିଯାଅ କାନଖୋଲି - -

"ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ" ।

ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ

Rate the content


Originality
Flow
Language
Cover design

Comments

Post

Some text some message..