Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

1  

Amiya Bej

Others

ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ

ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ

1 min
1.2K


ସତେ ! ପୁଣିଥରେ କାହିଁକି 

ଭୂଲିନି ଏଯାଏଁ,

ମୁହଁମୋଡ଼ି ଫେରିଯିବାର ସେଦିନକୁ 

ତୁମ ଏଠିସେଠି ପଣିଆକୁ ।

 

କାଇଁ ...?

ମିଳିଲାନି କି ସେଠି ମୋ ପରି -

ସରଳ ବିହ୍ୱୋଳ ସଜ୍ଜଳ ?

ହଉ ଫେରିଛ ଯେବେ,

ଶୁଣିଯାଅ କାନଖୋଲି - -

"ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ" ।


Rate this content
Log in