Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଆଜି ନହେଲେ କାଲି

ଆଜି ନହେଲେ କାଲି

1 min
1.2K


ଏମିତି ଗୋଟିଏ

ସନ୍ଧ୍ୟାର ଅପେକ୍ଷାରେ,

କେହିଜଣଙ୍କ ଆସିବା ପାଇଁ,

କବି ପ୍ରାଣ,

ଚାଲିଗଲା ସନ୍ଧ୍ୟା

ରାତି ବି କାନ୍ଦିଲା ମିଶି ତାର ସହ

ସକାଳ କହିଲା

ଏତେ ସ୍ଵପ୍ନକୁ ନିଦ କାହିଁ ?

ବଦଳିଲା ଋତୁ

କେତେ ବସନ୍ତ କେତେ ଫଗୁଣ ଗଲା ଚାଲି,

ପବନ ଛୁଆଁ ଆସି କହିଲା

ସେ ଅଛି ବୋଲି ତ ,

ତୁ ଅଛୁ ,

ଫେରିବ ବୋଲି ତ କହି ଯାଇଥିଲା,

ଆଜି ନ ଆସିଲେ କଣ ?

ହେଲା ଯେ ଫେରିବ ଦେଖ

ନୀଳକଇଁ ବି ଜହ୍ନକୁ କରିଛୁ ପ୍ରତୀକ୍ଷା

ସବୁଦିନେ ଫୁଟୁଛୁ ଝରି ପଡୁଛୁ

ପୁଣି ପୁଟି ଚାଲିଛି,

ବୋଲି

ଫେରିବ ଫେରିବ

ଆଜି ନ ହେଲେ କାଲି------!

©®କାଶ୍ୟପ,ରାୟଗଡା .


Rate this content
Log in