Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjay Kumar

Children Fantasy Comedy

2  

Sanjay Kumar

Children Fantasy Comedy

ଆମ ମନ୍ତ୍ରୀ

ଆମ ମନ୍ତ୍ରୀ

1 min
6.6K


ମନ୍ତ୍ରୀ ମଣ୍ଡଳର ନବକଳେବର
କହା ହାତରେ ଅଛି କଅଣ ? 
ଗୋଟି ଗୋଟି କରି କହୁଛି ଶୁଣ ॥
ଗୃହେ ଶାସନ କଲେ ନବୀନ ।
ବିକ୍ରମଙ୍କ ସୂଚନା ଗ୍ରାମେ ଉନ୍ନୟନ ॥
ଉଷାଙ୍କ ଯୋଜନାର ଦକ୍ଷତା ଦେଖି ।
ଯୁବାଙ୍କ ସହ ଖେଳିଲେ ଚନ୍ଦ୍ରସାରଥୀ ॥
ବିଜ୍ଞାନ ଶିକ୍ଷା କଲେ ବଦ୍ରିନାରାୟଣ ।
ଖାଦ୍ୟ ପରସିଲେ ସୂର୍ଯ୍ୟ ନାରାୟଣ ॥
ପଞ୍ଚାୟତରେ ରାଜ କରିବେ ପ୍ରଦୀପ ।
ସ୍ୱାସ୍ଥ୍ୟ ସେବା ଯୋଗାଇବେ ପ୍ରତାପ ॥
କୃଷକର ବନ୍ଧୁ ହେ ଦାମୋଦର ।
ବିପର୍ଯ୍ୟୟରେ ସାହା ମହେଶ୍ଵର ॥
ଶଶିଭୂଷଣଙ୍କ ପାଇଁ ଅର୍ଥ ଅବକାରୀ ।
ପରିବେଶ ସୁରକ୍ଷା କରିବେ ବିଜୟଶ୍ରୀ ॥
କର୍ମଚାରୀଙ୍କ ଶ୍ରମ ବୁଝିଲେ ସୁଶାନ୍ତ ।
ଉଚ୍ଚଶିକ୍ଷା ପାଇଁ ଯିବେ ବାବୁ ଅନନ୍ତ ॥
ଶିଳ୍ପର ବିକାଶ କଲେ ନିରଞ୍ଜନ ।
ଅଶୋକଙ୍କ ହାତେ ସଂସ୍କୃତି ପର୍ଯ୍ୟଟନ ॥
ପ୍ରଫୁଲ୍ଲ କହିଲେ ମହିଳା ଶିଶୁ ଦେଶର ଶକ୍ତି ।
ରମେଶ କରିବେ ପଛୁଆଲୋକଙ୍କ ଉନ୍ନତି ॥
ବିଧାନସଭା ର ଜଜ୍ ହେଲେ ଅମାତ ।
ସାନନ୍ଦ ସମ୍ଭାଳିବେ ଥିଲେ ଅନୁପସ୍ଥିତ ॥

 


Rate this content
Log in