Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Inspirational

5.0  

Sudama Lenka

Inspirational

￰ଉତ୍କଳ ଦିବସ

￰ଉତ୍କଳ ଦିବସ

1 min
2.4K


ଗୋରା ସରକାର ଶାସନ କାଳରେ 

      ଯାଇଛି ଏ ପିଠି ଫାଟି l

ଉତ୍କଳେ ଓଡିଆ ଭାଷା ମୋ ରହିଛି 

        ରହିଛି ଉତ୍କଳ ମାଟି l

ଅତୀତ କାଳରେ ଉତ୍କଳ କୋଳରେ 

        ହେଉଥିଲେ ଛାଟି ପିଟି l

ଉତ୍କଳ ଦିବସ ଆସିଛି ଆଜି ରେ 

        ଦେଉଛି ସ୍ମୃତିର ଭେଟି l

ଉତ୍କଳ ଜନନୀ କାନ୍ଦୁ ଅଛି ପୁଣି 

       ଯାଇଛି ତା ବୀର ଥକି l

ବୀର କହିଅଛି ତା ଓଠ ଭାଷାରେ 

      ତୁମେ ମୋ ଜନନୀ ବୋଲି l

କେତେ ଲୁହ,ରକ୍ତ ମାଂସ ରେ ଭିଜିଛି 

        ଏ ପୁଣ୍ୟ ଉତ୍କଳ ମାଟି l

ସେହି ମାଟିଟିକୁ ଆଜି ବି ଛୁଇଁଲେ  

        କହୁଛି ସେ ଘଣ୍ଟି ପିଟି l

      

            


Rate this content
Log in

Similar oriya poem from Inspirational