Audio

Forum

Read

Contests

Language


Write

Sign in
Wohoo!,
Dear user,
￰ଉତ୍କଳ ଦିବସ
￰ଉତ୍କଳ ଦିବସ
★★★★★

© Sudama Lenka

Inspirational

1 Minutes   1.3K    6


Content Ranking

ଗୋରା ସରକାର ଶାସନ କାଳରେ 

      ଯାଇଛି ଏ ପିଠି ଫାଟି l

ଉତ୍କଳେ ଓଡିଆ ଭାଷା ମୋ ରହିଛି 

        ରହିଛି ଉତ୍କଳ ମାଟି l

ଅତୀତ କାଳରେ ଉତ୍କଳ କୋଳରେ 

        ହେଉଥିଲେ ଛାଟି ପିଟି l

ଉତ୍କଳ ଦିବସ ଆସିଛି ଆଜି ରେ 

        ଦେଉଛି ସ୍ମୃତିର ଭେଟି l

ଉତ୍କଳ ଜନନୀ କାନ୍ଦୁ ଅଛି ପୁଣି 

       ଯାଇଛି ତା ବୀର ଥକି l

ବୀର କହିଅଛି ତା ଓଠ ଭାଷାରେ 

      ତୁମେ ମୋ ଜନନୀ ବୋଲି l

କେତେ ଲୁହ,ରକ୍ତ ମାଂସ ରେ ଭିଜିଛି 

        ଏ ପୁଣ୍ୟ ଉତ୍କଳ ମାଟି l

ସେହି ମାଟିଟିକୁ ଆଜି ବି ଛୁଇଁଲେ  

        କହୁଛି ସେ ଘଣ୍ଟି ପିଟି l

      

            

ଗୋରା ସରକାର ଶାସନ ଉତ୍କଳ

Rate the content


Originality
Flow
Language
Cover design

Comments

Post


Some text some message..