Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Inspirational

2  

LAXMAN KUMAR BEHERA (ଯତି)

Inspirational

ଯତି ବଚନ

ଯତି ବଚନ

1 min
6.7K



ଜଗତ ଉଦ୍ଧାର ପାଇଁ

ତପୀ ତପ କରୁଥାଇ

ଭୋଗୀ ଦୁଃଖ କଷ୍ଟ ଯେ',

ମହୀରେ ମହାନ ଜାଣ

ଯେ' ସେବଇ ପର ପ୍ରାଣ

ନର୍କୁ ଉଦ୍ଧରିବ ଯେ' । ।। ୩୭ ।।


ଟଙ୍କା ପାଇଁ ହିଁ ଚାକିରି

କରୁଥିବେ ନରନାରୀ

କହେ କଳିଯୁଗ ଯେ',

ଜନ୍ମ ମୃତ୍ୟୁ ଏକା ସତ୍ୟ

ସାଧୁ ଜନେ ଦ୍ଯନ୍ତି ମତ

ଲବିର ଜମାନା ଯେ' । ।। ୩୮ ।।


ପର ନିନ୍ଦା ଯେହୁ ଚିନ୍ତେ

ଦୁଃଖ କଷ୍ଟେ ପ୍ରାଣ ବିତେ

କହେ କଳି କାଳ ଯେ',

ପଙ୍କରୁ ପଙ୍କଜ ଜାତ

ପଙ୍କଜ ରଖେ ମହତ

ଜୀବେ ଜାଣି ଥାଅ ଯେ' । ।। ୩୯ ।।


ବାବାଜୀ ଭିକ୍ଷୁକଗଣ

କରି ହରଣ ମାରଣ

ନାମ ଅରଜିବେ ଯେ',

ନ ଥିବ ମଧୁ ବଚନ

ହିଂସା ପାପ ଗର୍ବେ ଜାଣ

ପୃଥ୍ବୀ ହେବ ଲୀନ ଯେ' । ।। ୪୦ ।।



ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍ - ୭୬୮୧୦୮

ମୋ-୯୬୬୮୨୪୨୭୨୦


Rate this content
Log in

Similar oriya poem from Inspirational