ସତ କି ମିଛ
ସତ କି ମିଛ
ହସି ଦେଉ ଯେବେ ଭଲ କି ମନ୍ଦରେ
ଲାଗୁ ଅତି ଆପଣାର
ଟିକିଏ ବି ଦୁଃଖ ହେଲେ ତୋର ମନ
କାନ୍ଦଇ ପରାଣ ମୋର
ସତ ଅବା ମଜା ଗାଳି ତୋର ସଦା
ଆଣେ ହୃଦୟେ କମ୍ପନ
ମୋ ଠାରୁ ତୁ ବେଶୀ କହି ତୁ ପାରିବୁ
ସତ କି ମିଛ ମୋ ପ୍ରେମ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ହସି ଦେଉ ଯେବେ ଭଲ କି ମନ୍ଦରେ
ଲାଗୁ ଅତି ଆପଣାର
ଟିକିଏ ବି ଦୁଃଖ ହେଲେ ତୋର ମନ
କାନ୍ଦଇ ପରାଣ ମୋର
ସତ ଅବା ମଜା ଗାଳି ତୋର ସଦା
ଆଣେ ହୃଦୟେ କମ୍ପନ
ମୋ ଠାରୁ ତୁ ବେଶୀ କହି ତୁ ପାରିବୁ
ସତ କି ମିଛ ମୋ ପ୍ରେମ
ଚିତ୍ତ ରଞ୍ଜନ ଲେଙ୍କା (କଟକ)