Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikagobinda Mohanta

Romance

2.5  

Tikagobinda Mohanta

Romance

ବର୍ଷା ଓ ତୁମେ

ବର୍ଷା ଓ ତୁମେ

1 min
7.1K


                   ବର୍ଷା ଓ ତୁମେ

ବିଜୁଳିର ଚମକରେ 

ଦିଶେ ତୁମ ହସ,

ବର୍ଷାର ଥଂଡା ସ୍ପର୍ଶ

ଲାଗେ ତୁମରି ନିଃଶ୍ୱାସ  !

 

ବର୍ଷାରେ ଭିଜିଲେ ଲାଗେ

ତୁମେ ହିଁ ବର୍ଷୁଛ ,

ପ୍ରତିଟି ଅଂଗକୁ

ତୁମେ ହିଁ  ଛୁଉଁଛ  !

 

ବର୍ଷା  ଛାଡିଗଲେ

ଲାଗେ ତୁମେ ଚାଲିଗଲ ,

ଭିଜା ମାଟିର ବାସ୍ନାରେ

ତୁମ ଦେହର ବାସ୍ନା ଛାଡିଗଲ  !

 

       


Rate this content
Log in

Similar oriya poem from Romance