କହରେ କାଳିଆ ସତ
କହରେ କାଳିଆ ସତ
କାଠଗଢା ତୋର ମୁହଁରେ କି ଯାଦୁ
ବୋଳିଛୁ କାଳିଆ କହ
ତୋର ଆଖି ସହ ଆଖି ମିଶାଇଲେ
ଆଖିରୁ ଝରୁଛି ଲୁହ
କୃଷ୍ଣ ରୂପେ ସିନା ତୋ କୁହୁକବେଣୁ
ମୋହିଲା ସଭିଙ୍କ ଚିତ୍ତ
ମୂକ ହୋଇ ତୁହି କେମିତି ଟାଣୁଛୁ
କହରେ କାଳିଆ ସତ?
ଚିତ୍ତରଞ୍ଜନ ଲେଙ୍କା,
କଟକ
କାଠଗଢା ତୋର ମୁହଁରେ କି ଯାଦୁ
ବୋଳିଛୁ କାଳିଆ କହ
ତୋର ଆଖି ସହ ଆଖି ମିଶାଇଲେ
ଆଖିରୁ ଝରୁଛି ଲୁହ
କୃଷ୍ଣ ରୂପେ ସିନା ତୋ କୁହୁକବେଣୁ
ମୋହିଲା ସଭିଙ୍କ ଚିତ୍ତ
ମୂକ ହୋଇ ତୁହି କେମିତି ଟାଣୁଛୁ
କହରେ କାଳିଆ ସତ?
ଚିତ୍ତରଞ୍ଜନ ଲେଙ୍କା,
କଟକ