ସଂଳାପ-୫୦
ସଂଳାପ-୫୦
1 min
6.4K
ସଂଳାପ-୫୦
#ମନବନାମବଳ ***
ମନ କେତେ ଦିନ
ରଖିବି
କରି ତତେ ବଳବାନ,
ସମୟ ତୋ କରୁଛି
ଅଧୈର୍ଯ୍ୟ,ହେତୁ ଯଦି ଶରୀର
ତତେ କରୁଛି ଆୟତ୍ତ
ଅସ୍ତ୍ର ମୋର ଦୃଢ଼ ଇଛାଶକ୍ତି,
ଦୌଡିବି
ପଚାଶରେ ବି ଷୋହଳର
ର୍ଦୌଡ଼
ମନ ବନାମ ବଳ
ଲଗାମ
ତୋର ବନ୍ଧା ହାତେ ମୋର------!
©®କାଶ୍ୟପ,ରାୟଗଡା।