Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Romance

2  

Manas Ranjan Pattanayak

Romance

ମୋ ପ୍ରିୟା( ଭାଗ -୯୯)

ମୋ ପ୍ରିୟା( ଭାଗ -୯୯)

1 min
515




କେହି ଜାଣେନାହିଁ ମୁଁ ଏକା ଜାଣିଛି ମୋ ପ୍ରିୟାର ପ୍ରେମ ଗୁଣ


ଉତ୍ତଙ୍ଗ ଯୌବନ ସହି ସେ ପାରୁନି ମାରେ ମତେ ଫୁଲବାଣ


ତା ରୂପ ଲାବଣ୍ୟ ସୁକ୍ଷ୍ମ ଶୋଭାବନ ଇନ୍ଦ୍ରଧନୁ ଟାଣେ ଗାର


ଆକତା ମାକତା ହୁଅନାହିଁ ଯମା ହୀରା ଲୀଳା ତୁହି ମୋର

_____________________


ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

--------

ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ

**********************



Rate this content
Log in

Similar oriya poem from Romance