Audio

Forum

Read

Contests

Language


Write

Sign in
Wohoo!,
Dear user,
ମନ ମାଲିକ
ମନ ମାଲିକ
★★★★★

© Chittaranjan Lenka

Inspirational Abstract Others

1 Minutes   1.2K    5


Content Ranking

ନ ଦେଲେ ଭକତି    ନ ଦେଉ ତୁ କିଛି

ଭଲ ଭାବେ ଜାଣେ ମୁହିଁ

ତଥାପି କେମିତି      ଆଶା ମୁଁ ରଖିଛି

ନିଜେ ଜାଣିପାରୁନାହିଁ


ଏତିକି ଜାଣିଛି        ସବୁ ତୋର ଇଚ୍ଛା

ତୁ ମନ ମାଲିକ ମୋର

ନ ଚାହିଁଲେ ତୁହି      ପାରିବିନି ଦେଇ

ଭକତି ପାଦେ ତୋହର|



ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଭକତି ମନ ମାଲିକ ଆଶା

Rate the content


Originality
Flow
Language
Cover design

Comments

Post


Some text some message..