ମନ ମାଲିକ
ମନ ମାଲିକ
ନ ଦେଲେ ଭକତି ନ ଦେଉ ତୁ କିଛି
ଭଲ ଭାବେ ଜାଣେ ମୁହିଁ
ତଥାପି କେମିତି ଆଶା ମୁଁ ରଖିଛି
ନିଜେ ଜାଣିପାରୁନାହିଁ
ଏତିକି ଜାଣିଛି ସବୁ ତୋର ଇଚ୍ଛା
ତୁ ମନ ମାଲିକ ମୋର
ନ ଚାହିଁଲେ ତୁହି ପାରିବିନି ଦେଇ
ଭକତି ପାଦେ ତୋହର|
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ନ ଦେଲେ ଭକତି ନ ଦେଉ ତୁ କିଛି
ଭଲ ଭାବେ ଜାଣେ ମୁହିଁ
ତଥାପି କେମିତି ଆଶା ମୁଁ ରଖିଛି
ନିଜେ ଜାଣିପାରୁନାହିଁ
ଏତିକି ଜାଣିଛି ସବୁ ତୋର ଇଚ୍ଛା
ତୁ ମନ ମାଲିକ ମୋର
ନ ଚାହିଁଲେ ତୁହି ପାରିବିନି ଦେଇ
ଭକତି ପାଦେ ତୋହର|
ଚିତ୍ତ ରଞ୍ଜନ ଲେଙ୍କା (କଟକ)