ଭାଇ ଭାବ
ଭାଇ ଭାବ
1 min
7.0K
ପୂର୍ବେ ଯାହା ଥିଲା ଏବେ ତାହା ନାହିଁ
ଏହା ସୃଷ୍ଟିର ନିୟମ
ଧିରେ ଧିରେ ସବୁ ସରଳ ହେଉଛି
ଏହା ଆମ ବର୍ତ୍ତମାନ
ସଭିଙ୍କ ସୁବିଧା ସୁଯୋଗ ନିମନ୍ତେ
ଜରୁରୀ ପରିବର୍ତ୍ତନ
ହେଲେ ଭାଇ ଭାବ ସେନେହ ସୁହାଗ
ବଦଳିବା ପ୍ରୟୋଜନ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)