Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASWINI DASH

2  

ASWINI DASH

କିଏ ଜାଣେ

କିଏ ଜାଣେ

1 min
6.9K


ମୁଁ ମରିଯାଇଛି କେଉଁ କାଳଠୁ,

କେହି ଜାଣନ୍ତିନି ବୋଲି ବୋଧେ ବଞ୍ଚିଛି,

ତେଣୁ ବାରମ୍ବାର ମରିବାକୁ ହେଇଛି

କେବେ ନିଜ ଇଚ୍ଛାରେ ତ

କେବେ ଅନିଚ୍ଛାରେ।


କିଏ ଜାଣେ ସକାଳ ଆସିିିବ କି ନାଇଁ

ହୁଏତ ଆଲୁଅ ନିଜକୁ ନିଜେ ଜଳାଇ ସାରିଥିିିବ,

ସୂର୍ଯ୍ୟ ଜହ୍ନର ଉହାଡ଼େ ହଜି ଯାଇଥିବ

ଚିର ଦିିିନ ପାଇଁ।


Rate this content
Log in