Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ସେଦିନର ତୁମ ହସର ଫୁଆରେ

ସେଦିନର ତୁମ ହସର ଫୁଆରେ

1 min
1.2K


ସେଦିନର ତୁମ ହସର ଫୁଆରେ

 

ଆଭାକାନ୍ତ ମହାନ୍ତି

 

ସେଦିନର ତୁମ ହସର ଫୁଆରେ

       ମୋ ହୃଦେ ମଳୟ ବହିଥିଲା

ଆଜି କେ' କହିଲେ ତୁମ ହସ କଥା

       ଭାବେ ମୁଁ ସେଦିନ କାହିଁ ଗଲା ? । ୦ ।

 

ମଳୟ ଭୁଲିଛି ଆମ ଗାଆଁ ବାଟ

ଫଗୁଣ ଛୁଉଁନି ଆମ ଗାଆଁ ପାଟ

ଅବସୋସେ ଭରା ମୋ ହୃଦୟ-ମଠ

       ପ୍ରେମରେ ହେବାରୁ ମୁଁ ଘାଇଲା । ୧ ।

 

ତୁମେ ତ ବସନ୍ତେ ବାନ୍ଧିଛ କାନିରେ

ଫଗୁଣେ ରଖିଛ କି ମନମାନିରେ

ଚିନ୍ତିନାହଁ କେବେ କାହାର ହାନିରେ

       ଚିନ୍ତନେ କେ' ହୃଦ ଦେଇଥିଲା । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in