ଠିକ୍ ଜାଣିଛି
ଠିକ୍ ଜାଣିଛି
ଠିକ୍ ଜାଣିଛି
ମୋ ଜୀବନ ତ
ଅଲେଖା କାଗଜ
ନା ଆରମ୍ଭ ନା ଶେଷ
ବାସ୍ ଦୁଃଖର ପାହାଡ଼
ନା ଅଛି ସୌନ୍ଦର୍ଯ୍ୟ
ନା ଅଛି କିଏ ନିଜର
ଯେମିତି ପତ୍ର ଝଡା ଜଙ୍ଗଲ
ପକ୍ଷୀ ବି ଆସେ ନାହିଁ
କେବେ ଡାଳରେ ବସିବା ପାଇଁ
ସେମିତି ଏ ଜୀବନ
ବାସ୍ ଇଚ୍ଛାରେ ହସେ କାନ୍ଦେ
କେହି ନାହିଁ ନିଜର
କହିବାକୁ ଆହାଃ ପଦେ....