Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debashis Mohanty

Others

2  

Debashis Mohanty

Others

କବିଙ୍କର ଚଟପଟି ମସଲା ।

କବିଙ୍କର ଚଟପଟି ମସଲା ।

1 min
1.1K


ଧନ୍ୟବାଦ...

ନମସ୍ତେ...

ଶୁଭସନ୍ଧ୍ୟା...

କବିଙ୍କର ଘର ପଡୁଛି ଉଠୁଛି ଏଇ ମୋବାଇଲ ପାଇଁ...

ଛୁଟି ହେଲେ ଖାଲି ମୋବାଇଲ ଛଡା ଆଉ କିଛି କାମ ନାହିଁ... ରୋଷେଇ କରିବି ସଉଦା ଆଣିବି ପତ୍ନୀ କହନ୍ତି ଚିଲେଇ !!! ତମେ ଖଟରୁ ଓଲ୍ହାହ ନାହିଁ...

ମାଛ ସାରିଗଲେ ମାର୍କେଟ ରୁ କଣ ଶ୍ୱଶୁର ଦେବେ ପଠାଇ !!! ବାଲେଶ୍ୱର ଯାଉଛି ମୁହିଁ...

ମଞ୍ଜି କଥା ସବୁ କହିଦେବି ତମ ବାପା ବୋଉ ଙ୍କୁ ବସାଇ... ଟିକିଏ ତ ଶାନ୍ତି ନାହିଁ...

କି ବେଳାରେ ୟାଙ୍କ ହାତ ଧରିଥିଲି

ଏବେ ନାଚୁଛି ତ ଥେଇ ଥେଇ !!!

ଖାଲି ମୋବାଇଲ ଆଉ ବହି...

ଏଇ ଦୁଇଟିକୁ ଛାଡିଦେଲେ ଯିବ କି ପିଣ୍ଡରୁ ପ୍ରାଣ ଉଲହେଇ... ଭଲ ଦଶା ଯେବେ ଥାଇ...

ମାଛ ରଖିଚି ମୁଁ ଧୋଇ ଧାଇ...

କଡେଇ ରେ ମାଛ ଥୋଇ ...

ଆସିବା ବେଳକୁ ଭାଜି ରଖିଥିବ ତେଲ ବେଶୀ ନ ପକାଇ... ମାର୍କେଟ ଯାଉଛି ମୁହିଁ...

ଆସିଲାଣି ଟୁନି ଯାଉଛି ତା ସଙ୍ଗେ ବହି ଫେରାଇବା ପାଇଁ... ପ୍ରାଣସହି ମୋର ଅର୍ଡର ଟା ଦେଇ ଦେଇ...

ଭଉଣୀ ସାଙ୍ଗରେ ଆକ୍ଟିଭl ରେ ବସି ଚାଲିଗଲେ

ଜୋର ରେ ହର୍ଣ୍ଣ ଟା ଦେଇ... ହା...ହା... ହା... ଧନ୍ୟବାଦ...💜


Rate this content
Log in