Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ମାଆ ତୁମେ ଆସ ବୋଲି

ମାଆ ତୁମେ ଆସ ବୋଲି

1 min
6.4K


ମାଆ

ତୁମେ ଆସ ବୋଲି

ହୃଦୟରେ ସୃଷ୍ଟି ହୁଏ

ଭକ୍ତି ଭାବର ପ୍ଲାବନ

ଅଫୁରନ୍ତ ଶାନ୍ତି ଆନନ୍ଦ

ସୁଖର ଲହରୀ ……

ମାଆ

ତୁମେ ଆଶିର୍ବାଦ

ବାରିଧାରା ଝରିପଡ଼େ ମଥାରେ

ହଜିଯାଏ ସବୁ ଦୁଃଖ

ବିଶ୍ବାସର ଦୃଢ଼ତାରେ

ସ୍ବତଃ ଖୁସିର ସ୍ବର ଝରି ଆସେ

ମାଆ ତୁମେ ଆସ ବୋଲି

ପ୍ରଫୁଲ୍ଲିତ ଆଜି ମୋ ହୃଦୟର ସ୍ବର……||


Rate this content
Log in