Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜନନୀ
ଜନନୀ
★★★★★

© Pramila Sahoo

Others

1 Minutes   6.7K    9


Content Ranking

ଧନମୟୀ ମମତାମୟୀ ଜଗତ ଜନନୀ ମା
ତୁମରି କରୁଣାରେ ଚାଲେ ଏହି ଜଗତ
ତୁମ ବିନା ନାହିଁ ଆଉ କିଛି ଗତିପଥ
ମା ତୁମେ ଦୟାମୟୀ ସୀମା ହୀନ ସାଗର
ତୁମ ପାଦ ଛୁଆଁରେ ପୁରି ଯାଏ ଏ ଜଗତ
ତୁମ ପରା ସାହାଭରସା ଦିନ ଦୁଃଖିର ..
ପ୍ରମିଳା ସାହୁ

ଜନନୀ ମମତା ସ୍ନେହ

Rate the content


Originality
Flow
Language
Cover design

Comments

Post

Some text some message..