କପଟୀ ସଂସାର
କପଟୀ ସଂସାର
1 min
1.3K
ଦିନ ଥିଲା ମୋର ଛୋଟ ଅଗଣାରେ
ମିଠା ମହୁ ଝରୁଥିଲା।
ଆଜି ସେ ଅଗଣା ତୁୁୁମରି ଆଖିରେ
ସପ୍ତଫେଣୀ ହୋଇଗଲା।
ନିଜର ନିିଜର ଲାଗୁଥିଲା ସବୁ
ଏବେ ଲାଗେ ସାତ ପର।
ଧନ୍ୟ ରେ ବିିିଧାତା କିପାଇଁ ସୃଜିଲୁ
ଏତେ କପଟୀ ସଂସାର !