Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Others

ଭଲ ଲାଗେ

ଭଲ ଲାଗେ

1 min
7.2K


ଭଲ ଲାଗେ ମୁହଁ ସଦା

ହେଲେ ହସ ହସ

ଭଲ ଲାଗେ ମୁଢି ସଦା

ହେଲେ ମସ ମସ ।

ଭଲ ଲାଗେ ସାଫା ଲୁଗା

ଧୋବ ଫର ଫର

ଭଲ ଲାଗେ ପିଲା ଯେବେ

ହସେ କରକର ।

ଭଲ ଲାଗେ ଗଛେ ଫଳ

ହେଲେ ବଡ ବଡ

ଖରା ଦିନେ ଭଲ ଲାଗେ

ମେଘ ଘଡ ଘଡ ।

ଭଲ ଲାଗେ ଫୁଲ ଯଦି

ବସେ ମହ ମହ

ଭଲ ଲାଗେ ଡାଳେ ଲିଚୁ

ଲାଲ ଚହ ଚହ ।


Rate this content
Log in

Similar oriya poem from Inspirational