Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Others

3  

Akshayakumar Dash

Others

କାଠଘୋଡା

କାଠଘୋଡା

1 min
323


କାଠଘୋଡା ଗୋଟେ ଆଣିଥିଲେ ଅଜା
ଆଇ ଦେଲେ ଗୀତଗାଇ,
ଘୋଡ଼ାନାଚ ,ଗୀତ ତାଳ ଗୋଡ଼ହାତ
ନଚାଇଲି ପାଖେ ଥାଇ ।
ମାମୁୁଁ ମାରିିତାଲି ଧରିିଥିଲେ ପାଳି
ବାବା ଦେଉଥିଲେ ହସି
ମମି କହୁଥିଲେ ଆଉ ନାଚନିରେ
ଥକିଯିବୁ ବଳ ଖସି ।
ଜେଜେ ବସିକରି ଚଉକି ଉପରେ
ପିଉଥିଲେ ଧରି ଚାହା
ଜେଜୀମା ଆସିି ଖିଚୁୁ୍ଥି୍ଲେ ଫଟ
ମୋନାଚକୁୁ ଦେଖିି ଆହା।
ଗଳିଥିଲା ବେକ କଳା ଘୋଡା ତାର
ମୁହଁ,ଗୋଡ଼,କାନ ,ଆଖି
ମୋ ନାଚର ତାଳେ ନାଚୁଥିଲା ଘୋଡା
ସବୁରି ମନକୁ ଲାଖିି ।







Rate this content
Log in