Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ଜଗନ୍ନାଥ ହେ

ଜଗନ୍ନାଥ ହେ

1 min
7.3K


ଜଗନ୍ନାଥ ଜଗନ୍ନାଥ

ହେ.... ଜଗନ୍ନାଥ

ତୁମ ବିନା ଏ ଜଗତେ

କିଛି ନୁହେଁ ସତ ।

ତୁମେ ଶଙ୍ଖ ଚକ୍ର ଜାରି,

ତୁମେ ଅନ୍ତରଜାମି ।

ସକଳ ଘଟରେ ରହି ,

ସର୍ବ ପାରନ୍ତି ଜାଣି ।

ତୁମେ ପାଳନ କରତା,

ତୁମେ ଜଗତ କର୍ତ୍ତା ।

ତୁମ ବିନା ଏ ଜୀବର,

ନାହିଁ କିଛି ସର୍ତ୍ତ। ।

ତୁମେ ନିଳାଚଳ ବାସି ,

ବରୁଣ ଦେବଙ୍କ ଜାମାତା ।

ତୁମ ଘରଣି ଅରଣପୁରଣା ,

ସେ ଯେ ଅରଣା ଦାତା ।

ତୁମେ ପ୍ରଭୂ ତାରି ପାରେ ,

ତୁମେ ପାର ମାରି ।

ତୁମ ବିନା ଏ ଜଗତେ,

କିଛି ଘଟେ ନାହିଁ।


Rate this content
Log in