Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

3  

Kamal Kumar Dash

Others

ମନେଇଁ ପ୍ରିୟା

ମନେଇଁ ପ୍ରିୟା

1 min
419



ମନେଇଁ ପ୍ରିୟାର    ମନ ପଢିବାକୁ 

     କେହି ନାହିଁ ଦୁନିଆଁରେ 

କେବେ ସାଜେ ପରୀ  ପ୍ରେମରେ ଖୁସିରେ 

   ଆଉ କେବେ ଜାଳି ଦିଏ (1)

ମନ ପୋଖରୀର  ଗହିରି ଭିତରେ 

  ପ୍ରୀତିର ଭ୍ରମର ଥାଏ 

ସାଇତା ପ୍ରୀତି ସେ  ପ୍ରେମର ପରଶେ 

   ଧୀରେ ଧୀରେ ବଢୁଥାଏ (2)

ସନ୍ଦେହର ବ୍ୟାଧି ମନରେ ପଶିଲେ 

   ଆଉକି ମିଳିବ ପ୍ରୀତି 

ଆଁ ମନା ହେବ ସେ ମନ ପକ୍ଷୀଟି 

   ଦୁଃଖରେ କାଟିବ ରାତି (3)

ଜୀବନର ମାନେ  ଖୁସିରେ ରହିବା

    ଆଉ ସବୁ କଥା ଭୁଲି 

ସମୟ ଆସିଲେ   କାହାଣୀ ସରିବ 

    ନିଜ ବାଟେ ଯିବା ଚାଲି (4)

    


Rate this content
Log in