Audio

Forum

Read

Contests

Language


Write

Sign in
Wohoo!,
Dear user,
କେଉଁଠି ବହୁଛି କହ
କେଉଁଠି ବହୁଛି କହ
★★★★★

© Narendra Kumar Acharya

Others

1 Minutes   6.5K    10


Content Ranking

କେଉଁଠି ବହୁଛି କହ

ସର୍ତ୍ତହୀନ ଭଲ ପାଇବାର ଚିରସ୍ରୋତା ନଦୀ ?

କେଉଁଠି ମିଳୁଛି କହ

ନିଜକୁ ନିଃସ୍ୱ କରି ଅଜାଡ଼ି ଦେବାର ଖୁସି ?

ଟଳମଳ ପାଦରେ ମୁଁ ଯେବେ ଖସି ପଡ଼େ

କିଏ ମତେ ଧରି ନିଏ ଅତି ଆଦରରେ ?

ଏଇ ମାଟି ତ !

ତେଣୁ ବାରମ୍ବାର ଏଡ଼ି ଦେଇ

ଅସୀମର ଆଶ୍ଳେଷକୁ

ମୁଁ ଫେରି ଆସେ

ଏଇଠିକୁ, ମାଟିର କୋଳକୁ l

ଚିରସ୍ରୋତା ଟଳମଳ ଆଶ୍ଳେଷ

Rate the content


Originality
Flow
Language
Cover design

Comments

Post


Some text some message..