ଅତ୍ୟାଚାରୀ
ଅତ୍ୟାଚାରୀ
ଅତ୍ୟାଚାରୀ ଟା
ସୀମା ଟପିଗଲା
ସୁୁୁନା ସଂସାରକୁ
ଖିନ୍ ଭିିନ୍ କରି
ଅଲିଭା ଗାରଟେ
ଯାହା ଟାଣିଦେଲା----------
ସମୟ ଚାରିଟା
ଵାଜିିଥିଲା
ଗାଁ ଦାଣ୍ଡେେ ମୁନା
ଖେଳୁଥିିଲା
ଶିିିଶୁସୁୁଲଭ ଚପଳତା ତାକୁୁ
ଆନମାନିିଆ କରୁଥିଲା----------
ନୃୃୃଶଂସ ମନେ
ଭାଵୁୁଥିିିଲା
ବେଳକାଳ ସେ
ଉଣ୍ଡୁଥିଲା
ଚକଲେଟ ଲୋଭେ
ମୁୁୁନା ହେଲା ଵାଇ
ନୃୃୃଶଂସ ତାକୁ କାବୁକଲା---------
କେତେଆଡେ ତାକୁ
ନେଇଗଲା
ନୂୂଆନୂଆ ଯାଗା
ଦେଖାଇଲା
ଗୁଲୁଗୁଲା,ଵରା
ଖୁଆଇଲା
ଵିଶ୍ୱ।ସରେ ବିଷ
ଭରିିିଯିଵା ପରେ
ପିଶାଚ ଲକ୍ଷଣ ତାର
ପ୍ରକାଶିଲା----------
ଆରେ ଅବିଵେକିି
ଆରେ ଶୟତାନ
ଆରେରେ ପିିଶାଚ
ଵୋକୋହାରାମ
ବିିନ୍ ଲାଡେନ
ଆଉ ସଦ୍ଦାମହୁୁୁସେନ
ତୁୁମ୍ଭ ମୁଖେଜମାନାହିଁ
ଲାଜ ଓ ସରମ-------------😚
ଶ୍ରୀକାନ୍ତ ଦାଶ
8895920220