Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ବପ୍ନ ୨
ସ୍ବପ୍ନ ୨
★★★★★

© Ajaya Mahala

Inspirational

1 Minutes   6.7K    5


Content Ranking


ହରିଣୀର ମାଂସ ବିକିଛ ବଣିକ

ବିକିଛ ମୟୂର ପୂଚ୍ଛ,

ଲାଭର ଚିନ୍ତାରେ କହିଛ ଜୀବନେ

କେତେ ଛୋଟ ବଡ ମିଛ ||

ଆଜି ବସିଅଛ ସ୍ବପ୍ନକୁ ନେଇ

କରିବ ତୁମେ ବାଣିଜ୍ୟ

ଆତ୍ମାରୁ କିପରି ଅଲଗା କରିବ

ସ୍ବପ୍ନ ସଦା ଅବିଭାଜ୍ୟ

ସ୍ବପ୍ନ ନୁହେଁ କେଉଁ ପଣ୍ୟ ସାମଗ୍ରୀ

କିଣା ବିକାର ଅଧୀନ ||

ସ୍ବପ୍ନର ସ୍ରୋତ ଅମୃତ ଧାରା

ନାହିଁ କେବେ ତା ମରଣ

ସ୍ବପ୍ନ ମୋ ଆଖିରେ ସଦା ଚିକ୍ ମିକ୍

ସିଏ ଆକାଶର ଜହ୍ନ

ସ୍ବପ୍ନ ମୋ ମନର ମହାର୍ଘ ଭୂଷଣ

ସଦା ସୌମ୍ୟ ଅମଳିନ ||

ସ୍ବପ୍ନ ୨ ଆଖି ମୟୂର

Rate the content


Originality
Flow
Language
Cover design

Comments

Post

Some text some message..