Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Inspirational

2  

Ajaya Mahala

Inspirational

ସ୍ବପ୍ନ ୨

ସ୍ବପ୍ନ ୨

1 min
6.8K



ହରିଣୀର ମାଂସ ବିକିଛ ବଣିକ

ବିକିଛ ମୟୂର ପୂଚ୍ଛ,

ଲାଭର ଚିନ୍ତାରେ କହିଛ ଜୀବନେ

କେତେ ଛୋଟ ବଡ ମିଛ ||

ଆଜି ବସିଅଛ ସ୍ବପ୍ନକୁ ନେଇ

କରିବ ତୁମେ ବାଣିଜ୍ୟ

ଆତ୍ମାରୁ କିପରି ଅଲଗା କରିବ

ସ୍ବପ୍ନ ସଦା ଅବିଭାଜ୍ୟ

ସ୍ବପ୍ନ ନୁହେଁ କେଉଁ ପଣ୍ୟ ସାମଗ୍ରୀ

କିଣା ବିକାର ଅଧୀନ ||

ସ୍ବପ୍ନର ସ୍ରୋତ ଅମୃତ ଧାରା

ନାହିଁ କେବେ ତା ମରଣ

ସ୍ବପ୍ନ ମୋ ଆଖିରେ ସଦା ଚିକ୍ ମିକ୍

ସିଏ ଆକାଶର ଜହ୍ନ

ସ୍ବପ୍ନ ମୋ ମନର ମହାର୍ଘ ଭୂଷଣ

ସଦା ସୌମ୍ୟ ଅମଳିନ ||


Rate this content
Log in

Similar oriya poem from Inspirational